Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swatishree Pandit

Inspirational Others

4.0  

Swatishree Pandit

Inspirational Others

ପୁସ୍ତକ

ପୁସ୍ତକ

1 min
128


ଶବ୍ଦ ମହୋଦଧିର ସଂମ୍ଭାର

ଜ୍ଞାନର ଭଣ୍ଡାର

ସୂଜନୀ ଲେଖକର

ପ୍ରେମିକା ଏ ପାଠକର

ପୁସ୍ତକ ଏ ଆମର

ଜଣାଏ ଇତିହାସ

କର ନାହିଁ ପରିହାସ

ଦୂର କରେ ଅନ୍ଧବିଶ୍ୱାସ

ବିଜ୍ଞାନକୁ କରି ପରିପ୍ରକାଶ

ସାକ୍ଷର ଯେ ଆମେ ହଉ

ପଢ଼ ଏହାକୁ

ଧନୀ ଗରିବ ସଭିଙ୍କୁ

ସମାନ ସାକ୍ଷର କରେ

ପୁସ୍ତକ ଏ ଆମର ।


Rate this content
Log in

Similar oriya poem from Inspirational