Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bandhu Arta Trana Bibhar

Romance

3.8  

Bandhu Arta Trana Bibhar

Romance

ପୁଷ୍ପକଲି

ପୁଷ୍ପକଲି

1 min
117



ଦୋଷ କଣ କରିଥିଲି

କେବେ ଥରେ ଦେଖା

ହେଲେ ପଚାରିବି

କାହିକି ତମେ ?

ଭଲ ପାଇବା ନାଁ ରେ

ମୋ ହ୍ରୁଦୟକୁ

ଦେଲ ବିକଳାଙ୍ଗ କରି

ସଂସାର ପଞ୍ଜୁରୀରେ

ବନ୍ଦି ଥିବା ପ୍ରାଣ ପକ୍ଷି

ଜୀବନ୍ତ ଥାଇ ମଲାସରି l


  ତୁମ ନିର୍ବନ୍ଧ କଥା ଶୁଣିଲି ଯେବେ ଠୁ

   ଆଖି ରେ ଆଖିଏ ଲୁହ

  ଛାତି ତଳେ ଅଗ୍ନି ର ବିଦ୍ରୋହ

   ଜୀବନରୁ ଲିଭି ଯାଇଛି ରଙ୍ଗ

 ହୁଏତ ତୁମେ କେବେ ଦେଖି ନଥିବ

  ମୋର ସେଇ ବିରହ ର ଶୋକାତ ସକାଳ l

  

ତୁମକୁ ମୁଁ ଭଲ ପାଇ ଚୁମା ନୁହେଁ

ଚୋଟ ହି ପାଇଛି

କାହିକି ନା

ବହୁଦିନର ଆଶା ଓ

ଅଙ୍ଗୀକାର ର ପୁପ୍ଫକଲି

ସବୁଦିନ ପାଇ

ଅଫୁଟା ରହି ଗଲ ବୋଲି l


Rate this content
Log in

Similar oriya poem from Romance