STORYMIRROR

Bandhu Arta Trana Bibhar

Romance

3  

Bandhu Arta Trana Bibhar

Romance

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
133

ଦିନେ ପ୍ରେମ କରିବାର ଆଶା ନେଇ

ଉଙ୍କି ମାରିଥିଲା ଏଇ ମନ

ସେହି ନାଳ ନର୍ଦ୍ଦମା

 ପଙ୍କିଳ ଜଳରେ।


ଦିନେ ପ୍ରେମ କରିବାର ଆଶା ନେଇ

ସାଜିଥିଲି ତୁମର

ପ୍ରେମ ପୂଜାରୀ

ତୁମର ହୃଦୟର ମନ୍ଦିରରେ।


ଦିନେ ପ୍ରେମ କରିବାର ଆଶା ନେଇ

ସଂସାର ଭିତରେ

ଜନମ ନେଇଥିଲି

ପ୍ରିୟତମା ଖାସ୍ ତୁମରି ପାଇଁରେ।


ଦିନେ ଯାହା ମୁଁ

ହଜେଇ ଦେଇଛି ତୁମ ସାଥିରେ

ଆଜି ଏତେ ଦିନ ପରେ ମନେ ପଡିଲେ

ତୁମର ସେହି ପ୍ରୀତି ସେହି ଖୁସି

ସବୁ କିଛି ମିଳିଯାଏ

ମୋ ଭଙ୍ଗା ହୃଦୟରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance