STORYMIRROR

Bandhu Arta Trana Bibhar

Romance

3  

Bandhu Arta Trana Bibhar

Romance

ପିରତିର ପସରା

ପିରତିର ପସରା

1 min
131

ମହରା

ପହେଲା ଘଡେକେ ପଦେ କଥା ତୋର

ମନ ଭିତରେ ଗଢି ନେସି ମୋର

ଖୁସି ପିରତିର

ଗୁଟେ ମନଦିର l


ଆର ଘଡେକେ ପଦେ କଥା ତୋର

ମନ ଭିତରେ ଗୁଲି ନେସି ମୋର

ଡହକ ବିକଲ ମେତାର

ଗୁଟେ ରକମର ବିଷ l


ତୁଇ ଏନତା ପଦେ କଥା କହେଲୁ

ନାଇ ତ ମୁଇ ମନଦିର ଗଢିଛେ

ନାଇ ତ ମୁଇ ବିଷ ଖାଇଛେ

ହେଲେ ପହେଲା ଘଡେକର

ପଦେ କଥାକେ ତୋର ଭାବି ଭାବି

ମନଦିର ଗଢମି ବଲି କରି l


ଧରା କେ ବି କରିଥିଲି ସରା

ହେଲେ ଏତକି ମୁଇ ଠିକ ଚିନହିଛେ

ମହୁ କେନଟା ଆର କେନଟା ମହରା

ସତକେ ସତ କଥା ପଦେ ତାେର

ଆଏତ ପିରତିର ପସରା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance