Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bandhu Arta Trana Bibhar

Children Stories

3.9  

Bandhu Arta Trana Bibhar

Children Stories

କରୋନା ମହାମାରୀ

କରୋନା ମହାମାରୀ

1 min
152


 ଆମର ଗାଁ ର ବୁଧୁ ବିଶାଲ

ଗୁଟେବଲି ତାର ତିନ ବର୍ଷିଆ ଝି

ଲାଡେଗେଲେ ଵଢିଛେ ସେ

ଗୁରସେ ଆଚି ଖାଏସି ଘି

ବଢେ କୁରକୁରେ ଖାଇ l


ଦଶଦିନ ହେଲା କାମକମାନି ନେଇ

ବୁଧୁ ଲକଡାଉନ କେ ଘରେ ରହିଛେ ବସି

ଲେଢି ଚଲଲେ ଠୁଡି ଚଲସି

ନାଇଁ ହେଲେ ତାର ଏକାଦଶୀ l


ନରଧି କିନ୍ଧିରି ଛୁଆ

ପାଖକେ ଆଏଲା ଧାଇ

5ଟଙ୍କି ଗୁଟେ ଦିଅ ଗୋ ବାପା

କାଏଲ ଠାନୁ ମୁଇ

କୁରକୁରେ ଗୁଟେ ଖାଇ ନାଇଁ l


ଛୁଆର ମୁହଁକେ ଦେଖି କହେଲା ବୁଧୁ

ଆଇଛେ ରେ ମାଁ କରୋନା ମହାମାରୀ

କୁରକୁରେ କମ୍ପାନୀ ଲକଡାଉନକେ ବନ୍ଧ ଅଛେ

ପଖାଳ ମୁଠେ ଦେବୁ ଯା ତ ଖାଇ l


ଖାଇଲା ପିଇଲା ଛୁଆ କାଏ ମାନ୍ତା

ରେନ୍ଧ କଲା ହରଘଡି

ହାତେ ନାଇଥାଇ ପଏସେ ଅଦଲେ ବଲି

ବୁଧୁ ମନେମନେ ହେଉଥାଏ ହୁଗୁଳି l


ଠିକ ଏନତା ସମିଆକେ ଗାଁ ର ମାରୱାଡ଼ି

ଭିତରିଆ ସାରି କାମ ଚଲେଇ ଥାଏ

ଲକଡାଉନକେ ଛତିଶଗଡନୁ ହେମାଲୀ ଆନି

ତାଂକର ସାଙ୍ଗେ ବସ୍ତା ବୁହି

ଵୁଧୁକେ କରୋନା ଧରଲା ଚପକରି l


କାଢଲା ଗୋଡ଼ ଆର ଘରକେ ନାଇଁ ଘୁଞ୍ଚିଲା

ଛୁଆ କାନ୍ଧୁଛେ ହେକେଇ ହେକେଇ

ବୁଆ ତ ଗଲା ନ ଅଲେହେଟା ଗାଁ

ଆର କେନ ଆଏବା ଫିରି

ଦେଖି ଚାହିଁ ହୁସିଆର ରହ ଭାଇ

ଇଟା ସତକେ ସତ

କରୋନା ଆଏ କି

ଆଏ ସତେ ମହାମାରୀ l



Rate this content
Log in