Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bandhu Arta Trana Bibhar

Romance

2.8  

Bandhu Arta Trana Bibhar

Romance

ସତେ ତ

ସତେ ତ

1 min
67


ଜିବନରେ ଆଜି ଉଠୁଅଛି ଝଡ

କେବଲ ତୁମରି ପାଁଇ

ମାତ୍ର ତମେ ମନେ ଥାଅ

ସଦାସବଦା ଚିତ ଦହ

ସତେ ତ ?

ସୢୁତି ଓ ସପନକୁ ନେଇ ଗଢା

ଏ ମୋର ଭଂଗା ହ୍ରୁଦୟ


ସତେ ତ !

ଭଲ ପାଇବା ଏକ ପ୍ରତାରଣା

ଜିବନକୁ ପ୍ରତାରିତ କରି

ସେ ଦିନ ଅନୁଭବ କରିଥିଲି

ଭଲ ପାଇ ପ୍ରତାରିତ ହେବାର କଷ୍ଟ

ଶୋଇ ପାରିଲିନି ସାରା ରାତି

ମନରେ ଅଶାନ୍ତି ନେଇ

ବିତି ଯାଇଥିବା ଅଭୁଲା ପ୍ରତି ଟି ମୁହୂର୍ତ୍ତ ।


Rate this content
Log in

Similar oriya poem from Romance