Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Kumar Behera

Abstract

3  

Akshay Kumar Behera

Abstract

ପୁଣ୍ୟଭୂମି ଭାରତ

ପୁଣ୍ୟଭୂମି ଭାରତ

1 min
224



ଯାହାର ପାଣି ପବନରେ ଭାସି ଆସେ

ଶାସ୍ତ୍ର ମାନଙ୍କରେ ଜୀବନ ଦର୍ଶନର କଥା ।

ଯାହାର ରିତିନିତି ପ୍ରତିକ୍ଷଣରେ ଶିକ୍ଷା ଦିଏ

ଜୀବନ ଜିଇଁବାର ବ୍ୟବସ୍ଥା ।

ସେ ପୁଣ୍ୟଭୂମି ଭାରତ ଅଟଇ

ଇତିହାସେ ଲେଖା ତାର ଗାଥା ।


ମୁନି ଋଷି ମାନେ ତପସ୍ୟା କରିଣ ଯୋଉଁଠି 

ଦିଅନ୍ତି ଉତ୍ତମ ଶିକ୍ଷା ।

ଯୋଉଁ ଦେଶରେ ବାଳକ ମାନେ ବଳି ପଡିଯାନ୍ତି

ଦେଶ କରିବାକୁ ରକ୍ଷା ।

ମା'ର ମମତା ସବୁ ଯାତନାରୁ ଦିଏ ଯେ ଦେଶେ 

ପଣତ ଉହାଡେ ସୁରକ୍ଷା ।

ସେ ପୁଣ୍ୟଭୂମି ଭାରତ ଅଟଇ ବିଶ୍ବ ଇତିହାସେ

ଲେଖା ।


ଯେ ଦେଶେ ରହିଛି ଆତ୍ମୀୟତା ଭାବ

ଅନ୍ୟ ଦୁଃଖେ ଝରେ ଲୁହ ।

ଏକାଠି ବଞ୍ଚିବା ସାଙ୍ଗରେ ଚଳିବା

ଯାହା ଲାଗି ଅତି ପ୍ରିୟ ।

ସେ ପୁଣ୍ୟଭୂମି ଭାରତ ଅଟଇ

ଗର୍ବିର ଯହିଁ ବିଲୟ ।



Rate this content
Log in

Similar oriya poem from Abstract