Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Classics

4  

Krishna Mishra

Classics

ପୁଣି ଥରେ

ପୁଣି ଥରେ

1 min
376



ଆଜି ପୁଣି ଥରେ

ଉଷାର ଲାଲିମା ଫିକା,

ଦିଗନ୍ତକୁହୁଡି ପଛେ ସୁରୁଜ ଲୁଚିଛି,

ସରମେ ମରମେ ଆହତ ଏକା ।


ନୀରବି ଯାଇଛି ବିହଙ୍ଗ କାକଳି,

ଭୟେ ସନ୍ତାପିତ ମତ୍ତ  ଉର୍ମିରାଜି,

ଥରି ଥରି ମରେ ରୋଗୀଣା ବୁଢାଟି

ବୁଭୁକ୍ଷା ବିକଳେ ନିଃସ୍ଵକି ଏ ମହୀ ??


ପିଲା କାନ୍ଧେଇଛି ପରିବାର ବୋଝ,

ଅଳିଆଗଦା ରୁ ଖୋଜୁଛି ପାଁରୁଟି

କଙ୍କାଳତା ଭାଙ୍ଗେ, ସ୍ଲୋଗାନ ଚାଲିଛି

ଆସୁଛି ପ୍ରଗତି, ଦେଶ ଆଗଉଛି ।


ଶିକାର ମିଳିଛି ପାଶବିକତାର,

ପୋଖରୀହୁଡ଼ାରୁ ଅବା ବୂଦାମୂଳୁ,

ଚିରା ଫଟା ଆହା କୋମଳ କଳିକା

ଲଜ୍ଜିତ ପ୍ରକୃତି, କାନ୍ଦେ ବସୁନ୍ଧରାବ।।


Rate this content
Log in

Similar oriya poem from Classics