STORYMIRROR

premalata sahoo

Abstract

3  

premalata sahoo

Abstract

ପୁନେଇଁ ଜହ୍ନ

ପୁନେଇଁ ଜହ୍ନ

1 min
212


ରାତ୍ରିର ସେ ଘନ ଅନ୍ଧକାର ମଧ୍ୟେ

ପୁନେଇଁ ଜହ୍ନ ଆକାଶେ,

ଦିଶେ କେଡ଼େ ସ୍ୱଚ୍ଛ,ଧବଳ ରଙ୍ଗର

ମନ ଲୋଭା ଭାରି ଦିଶେ।।

ବିରହୀ ପ୍ରେମିକ ପ୍ରେମିକା ସାଜନ୍ତି

କବି କବୟିତ୍ରୀ ପୁଣି,

କୁଆଁରୀ ପୁଜଇ ପୁନେଇଁ ଜହ୍ନକୁ

ଚାନ୍ଦ ଆସିବାର କ୍ଷଣି।।

କୋମଳ ମତି ସବୁ କୁନି ପିଲାଙ୍କର

ଜହ୍ନ ମାମୁଁ ସ୍ବର୍ଗ ଶଶୀ,

କୁମୁଦ ଫୁଟଇ ତୁମ ଆଗମନେ

ହୋଇ ପୁଣି କେତେ ଖୁସି।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract