STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

ପୁଜେ ତା ପାଦ ତଳ...

ପୁଜେ ତା ପାଦ ତଳ...

1 min
140

ଏଇ ଭାରତ ମୋ ଜନ୍ମଭୂମି

ଜନନୀ ପରି ପାଳେ

ମା ପରିକା କୋଳେଇ ନିଏ

କୋଳେ ତାହାର ଖେଳେ

ନିଈତି ମୁହିଁ ହସ ଖୁସିରେ

ବୁଲେ ସଞ୍ଜ ସକାଳେ

ଜନନୀ ମୋର ବଡ଼ଟି ସେହି

ପୁଜେ ତା ପାଦ ତଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract