ପତି ପତ୍ନୀ
ପତି ପତ୍ନୀ
ପତି ପତ୍ନୀ ବାନ୍ଧି ହୁଅନ୍ତି ଗୋଟେ ସାମାଜିକ ବନ୍ଧନ,
ଯାହା କି ବିବାହ,
ଏଇ ତ କେତେ ନିମିଷକେର କାମ,
ମାତ୍ର ତାପର ସମୟ ପ୍ରକୃତରେ କଠିନ।
ପରସ୍ପର ପ୍ରତି ରଖିବ ସମ୍ମାନ,
କେବେ ଦେଖିବନି ପରକୁ ହୀନ,
ବୁଝିବ ପରସ୍ପର ର ମନ,
ତେବେ ଖୁସିରେ କଟିବ ତୁମ ଦୀନ।
