ପଥର ପରି ପ୍ରିୟା
ପଥର ପରି ପ୍ରିୟା


ହେ ମୋର ପଥର
ପରି ପ୍ରିୟା
ତୁ କାହିଁ ଏତେ ନିଷ୍ଠୁର।
ମୁଁ ତୋହର
କି ଦୋଷ କରିଛି ଯେ
ନ ଦଉ ଉତ୍ତର।
ତତେ ନେଇ
ମୋ ବଛା ବଛା
ସ୍ୱପ୍ନ ଗୁଡାକ
ମୋ ମନ ଆକାଶେ
ଆସନ୍ତି ଘେନେଇ।
ହେ ମୋର
ପ୍ରିୟ ସହଚରୀ
ଅବାନ୍ତର କଥା
ଗୁଡିକୁ ନେଇ
ଧରିଛୁ କିମ୍ପାଇଁ ଆବୋରି।
ଝରଣା ପରି
ବହି ଆସ କୁଳୁକୁଳୁ
ନାଦକରି
ହେ ମୋର
ପ୍ରିୟ ସହଚରୀ।