ପଥ
ପଥ
ସ୍ମିତହାସ୍ୟ ତୁମ
ଜୀବନେ ପାଥେୟ
ଚାଲିବାକୁ ବାକି ରାସ୍ତା,
ସାଥେ ଥିଲେ ପ୍ରିୟ
ପରଷେ ନିଦାଘ
ଚନ୍ଦନର ଶୀତଳତା ।
ସ୍ମିତହାସ୍ୟ ତୁମ
ଜୀବନେ ପାଥେୟ
ଚାଲିବାକୁ ବାକି ରାସ୍ତା,
ସାଥେ ଥିଲେ ପ୍ରିୟ
ପରଷେ ନିଦାଘ
ଚନ୍ଦନର ଶୀତଳତା ।