STORYMIRROR

kahnu charan sahu

Tragedy

3  

kahnu charan sahu

Tragedy

ପଶାଖେଳ

ପଶାଖେଳ

1 min
21


ଏକା ଏକା 

ଭିଜିବାକୁ ହେବ

ବର୍ଷାରେ କେବେ ଖୁସିରେ

ଆଉ କେବେକେବେ ଦୁଃଖରେ ।


ହସିବାକୁ ହେବ 

ଅଭିନେତା ସାଜି

ଏତେବଡ଼ ଦୁନିଆ ଆଗରେ ।


ସ୍ବପ୍ନ

ହାତଠାରି ଡାକେ

ଯନ୍ତ୍ରଣାର ପାହାଡ଼ପାଖେ ଲୁଚି

ହାରିବାର ତ ନାହିଁ

ହାରିବା ଆଗରୁ ଜିତିବାକୁ ହେବ

ଏଇତ ଜୀବନ ଓ ସପନର

ପଶାଖେଳ ।।


Rate this content
Log in

Similar oriya poem from Tragedy