Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Inspirational

3  

Subhashree Behera

Inspirational

ପ୍ରୟାସର ପଥେ

ପ୍ରୟାସର ପଥେ

1 min
165


ହାରିବାର କ୍ଲାନ୍ତ ଆଉ ଜିତିବାର ସ୍ପୃହା

ପ୍ରୟାସ କିନ୍ତୁ ଜାରି ...

ସଫଳତାର ସ୍ଵାଦ ଚାଖିବା ନିମନ୍ତେ..!!


ଦୁଃଖ କରିବାର ଅନେକ କାରଣରୁ ଓହରି

ଖୁସିର ଗୋଟିଏ କାରଣର ଅନୁସନ୍ଧାନ ପ୍ରୟାସେ....

ଗମ୍ଭୀର  ଅଜବ ଦୁନିଆର ବାକ୍ୟରୁ

ସତ ମିଛର ତର୍ଜମା ହୀନ ଚକ୍ଷୁରୁ ବର୍ତ୍ତିବା ସକାଶେ...!!!

ଅଭିନୟ ଭରା ଦୁନିଆରେ ଅଭିନୟ ନଜାଣି

ରଙ୍ଗମଞ୍ଚକୁ ଆପଣେଇ ବାରେ ଅଦମ୍ୟ ଅଭିଳାଷେ ....!!!


କରିଚାଲେ ପ୍ରୟାସ ପରେ ପ୍ରୟାସ... 

ଅଜଣା ହେଲେ ମଧ୍ୟ ପଥର ପଥିକ ହେଇ ଚାଲୁଥାଏ.…

ହେଲେ ଜାଣି ପାରେନା ... 

ସ୍ୱପ୍ନ ଆଉ ବାସ୍ତବତାରେ ହଜିଯାଏ ଅବା

ନିଜକୁ ଭିଡ଼ ଭିତରେ ଖୋଜି ହେଉଥାଏ ....!!



Rate this content
Log in

Similar oriya poem from Inspirational