Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Inspirational

3  

Pravatirani Mohanty

Inspirational

ଦସ୍ତଖତ ଦସ୍ତଖତ ଏକ ପ୍

ଦସ୍ତଖତ ଦସ୍ତଖତ ଏକ ପ୍

1 min
137


ଦସ୍ତଖତ ଏକ ପ୍ରମାଣ ସ୍ୱରୂପ

ନିଜ ପରିଚୟ ପାଇଁ

ବିନା ଦସ୍ତଖତ ରେ କୌଣସି କାର୍ଯ୍ୟ

କେବେ ସମ୍ଭବ ନୁହଇ

କିଏ କରେ ଓଡ଼ିଆ ରେ ଆଉ କିଏ

ଇଂରାଜୀ ରେକରିଥାଏ 

ଆଉ କେଉଁ ମାନେ ଟିପ ଚିହ୍ନ ଦେଇ

ନିଜସ୍ୱ ପ୍ରମାଣ ଦିଏ 

ଅଫିସ ରେ ଅବା ଡାକ୍ତରଖାନା ରେ

କିମ୍ବା କୋଟ କ ଚେରୀରେ  

ସାହିତ୍ୟ ଆସରେ ଅବା ବିଦ୍ୟାଳୟେ

ଦରକାର ଯେଉଁଠାରେ

ଏବେ ତ ଆଧାର କାର୍ଡ଼ ର ଚଳଣି 

ଲେଖା ନିଜ ପରିଚୟ

ନାମ ଗ୍ରାମ ପିତା ମାତା ଙ୍କ ଠିକଣା

ଲେଖିଲେ ନଥିବ ଭୟ

ବୟସ ଯୋଗ୍ୟତା ସ୍ୱାମୀ ସ୍ତ୍ରୀ ନାମ

ଲେଖିବ ଯତନ କରି

ପ୍ରମାଣ ପତ୍ର ଟି ପାଖରେ ରହିଲେ

ନଯିବ କାହାକୁ ଡରି

ସରକାରଙ୍କର ଏହି ନିୟମକୁ

ଯେବେ ମାନି ଚଳୁ ଥିବ

ବିପଦେ ଆପଦେ କାର୍ଯ୍ୟରେ କେଉଁଠି 

ଡରିବି କେବେ ନଯିବ ।


Rate this content
Log in

Similar oriya poem from Inspirational