STORYMIRROR

Basanti Pattnaik

Inspirational

3  

Basanti Pattnaik

Inspirational

ଧର୍ମ ପଥ

ଧର୍ମ ପଥ

1 min
117

   ଧର୍ମ ଜାତି ବର୍ଣ୍ଣ ଏକ‌ଇ ଭାଇ

         କାହିଁକି ଚାଲିଛି ଏତେ ଲଢେ଼ଇ

   ଈଶ୍ଵର ସନ୍ତାନ ସର୍ବେ ତ ଆମେ

          ମୂଢ ଜୀବ ଆମେ ବୁଝୁନୁ କେବେ ।


   ବିବିଧ ଋପରେ ଡାକ ଛାଡୁଛେ

          ପ୍ରକୃତ ଉଦ୍ଦେଶ୍ୟ ସବୁରି ଏକେ

    ସବୁ ଧର୍ମ ର ତତ୍ତ୍ୱ ତ ଏକ

           ମାଧ୍ୟମର ପଥ ବହୁ ଅନେକ ।

 

    ଧର୍ମ କୁ ନେଇ କେତେ ଲଢେ଼ଇ

           ନିଜ ଭିତରେ ଗଡା ଗଡ଼େଇ

    ଆମେ ଭାରତୀୟ ଯାଅନି ଭୁଲି

           ଏକତା ହିଁ ଧର୍ମ ଭାଇ ଭଉଣୀ । 


Rate this content
Log in

Similar oriya poem from Inspirational