STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ରଣକ୍ଷେତ୍ର

ରଣକ୍ଷେତ୍ର

1 min
209

ଜୀବନ ଏକ ରଣକ୍ଷେତ୍ର

ପ୍ରତିଟି ମୁହୂର୍ତ୍ତ ଏବେ

ଆହ୍ୱାନ ଯୁଦ୍ଧ ପାଇଁ

ମୁଁ ଚାହେଁ ଶାନ୍ତିର ବାର୍ତ୍ତା

ପ୍ରୀତିର ଧ୍ୱଜା

ସ୍ନେହର ଫଲଗୁ

ଶାନ୍ତିର ଯମୁନା

ହେଲେ ଯୁଦ୍ଧ ଏବେ ଆହ୍ୱାନ ଏକ

ଏ ଜୀବନଟା କାହିଁକି ଯେ ରଣକ୍ଷେତ୍ର ପାଲଟିଯାଏ

 ଏହି ଜୀବନ ରୂପକ ରଣଭୂମିରେ

ମୁଁ ଚାହେଁ ତୁମେ ହିଁ

ମୋ ରଥର ସାରଥୀ ହୁଅ 



Rate this content
Log in

Similar oriya poem from Inspirational