Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Inspirational

3  

Sunanda Mohanty

Inspirational

ଗୁରୁ

ଗୁରୁ

1 min
179



ଗୁରୁ ଶକ୍ତି ଚଳନ୍ତି ମନୁଷ୍ୟତା ଜ୍ଞାନ

ଗୁରୁଙ୍କୁ ନୈବେଦ୍ୟ ଶବ୍ଦହୀନ

ଗୁରୁ ପୁଜା ବ୍ୟକ୍ତିର ପରିପ୍ରକାଶନ 

ଗୁରୁଙ୍କୁ ପୂଜନ କଥନ ଶ୍ରବଣ 

ଶୁନ୍ୟ ହୃଦୟ ପରିପୂର୍ଣ୍ଣ 

ବିବେକ ବୁଦ୍ଧି ବିଦ୍ୟା ପୂର୍ଣ୍ଣକୁମ୍ଭମାନ

ହାତ ଧରି ଯିଏ ଦିଅନ୍ତି ଦିବ୍ୟଜ୍ଞାନ

ଦର୍ଶନ ଦାର୍ଶନିକ ପରିପୋଷଣ ତତ୍ତ୍ଵ ଜ୍ଞାନ

ଅଦ୍ଭୁତ ଦୃଷ୍ଟରେ ଦ୍ରୋଣ କର୍ଣ୍ଣ ଅର୍ଜ୍ଜୁନ

ପିତାମହ ଭୀଷ୍ମ ଅବା ମୁନି ଋଷି ଗଣ

ବ୍ୟବହାରିକ ସୃଜନଶୀଳତା ଅଦ୍ଭୁତ ଆଚରଣ

ମନୁଷ୍ୟ ଶିଖୁଛି ଆଜିବି ସମୃଦ୍ଧ ଆବରଣ

ସମ୍ପୃତିଗତ ସ୍ଥିତିର ସଂସ୍କୃତି ସମୃଦ୍ଧି ମାନ

ଛାତ୍ର ଓ ଗୁରୁଙ୍କ ସମ୍ପର୍କ ନୀଳ ରଙ୍ଗ ପ୍ରତୀୟମାନ

ନୀଳ ରଙ୍ଗ ଯେଣୁ ପ୍ରତୀକ ଅଭ୍ୟନ୍ତର ଓ ବାହ୍ୟ ଜ୍ଞାନ

ଗୁରୁ ଓ ଛାତ୍ର ଦୁଇ ପାର୍ଶ୍ୱ ପ୍ରତ୍ୟେକ ସଜୀବ

 ନିର୍ଜୀବଙ୍କ ଗଢିଛି ଭାଗ୍ୟଲିଖନ

ବୁଝିବାକୁ ସମର୍ଥ ଓ ସାମର୍ଥ୍ୟ ଦିଅନ୍ତି ଗୁରୁ

 ପ୍ରସାରି ଦିବ୍ୟ ଚେତନା ଓ ଚୈତନ୍ୟ 

ଓଁ ସତ୍ ସତ୍ ଗୁରୁ ଦେବାୟ ନମୋ ନମ ।



Rate this content
Log in

Similar oriya poem from Inspirational