STORYMIRROR

Jayadeba Mahapatra

Tragedy

3  

Jayadeba Mahapatra

Tragedy

ପ୍ରତିଶୋଧ ନେଲୁ ଆମେ

ପ୍ରତିଶୋଧ ନେଲୁ ଆମେ

1 min
220


ଇଟାର ଜବାବ ପଥରରେ ଦେଲୁ

ଆତଙ୍କୀ ଶିବିର ଦେଇଛୁ ଜାଳି

ଜଣାଇ ଦେଇଛୁ ବାଘ ସମକକ୍ଷ

ହେବ ନାହିଁ କେବେ ଜମାରୁ ଛେଳି |


ଚାଳିଶି ବଦଳେ ଚାରିଶ ଆତଙ୍କୀ

ମୁଣ୍ଡ ନେଲୁ ଆମେ ଚଳେଇ ଗୁଳି

ବାହାଦୂର ଆମ ସଇନିକ ଭାଇ

ନିମିଷେ ଚଟେଇ ଦେଲେ ସେ ଧୂଳି |


ହେ ବୀର ସହୀଦ ଜଣାଇ ସଲାମ

ତୁମକୁ ଜଣାଉ ଏ ଶ୍ରଦ୍ଧାଞ୍ଜଳି

ପ୍ରତିଶୋଧ ନେଇ ପ୍ରମାଣ କରିଛୁ

ବ୍ୟର୍ଥ ଯାଇ ନାହିଁ ତୁମର ବଳି |


Rate this content
Log in

Similar oriya poem from Tragedy