STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ପ୍ରତୀକ୍ଷା

ପ୍ରତୀକ୍ଷା

1 min
206

ପ୍ରତୀକ୍ଷା ର ଅନ୍ତ

ନଥାଏ, ଆତ୍ମତୃପ୍ତି ର

ପରିଭାଷା ଏବେ

ବଦଳି ଯାଏ

ମାର୍ଗ ଖୋଜେ

ଅନ୍ୱେଷଣରେ

ବ୍ରତୀ ହୁଏ

ଏଇ ବୋଧେ ସନ୍ଧାନ

ଜୀଵନ ବି ବେଳେ

ବେଳେ ସାତ ସମୁଦ୍ର

ଆରପାରି ଲାଗେ

କ୍ଲୀଷ୍ଟତାରେ ଭରା ହୁଏ

ଭଲପାଇବାର ସଂଜ୍ଞା

ପରିଭାଷା ବଦଳି ଯାଏ

ସବୁ କିଛି ବିପରୀତ ଧର୍ମୀ

ଲାଗେ, କହିପାରିବ

କେତେ ଯୁକ୍ତିଯୁକ୍ତ

କାହିଁକି ନା ଭାବନା

ଆସିଯାଏ, ସାତ ସମୁଦ୍ର

ଆରପାରି ଜୀବନଟା

କ୍ଲୀଷ୍ଟତା ରେ ଭରା ହୁଏ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract