STORYMIRROR

Prabhanjana Tripathy

Fantasy

3  

Prabhanjana Tripathy

Fantasy

ପ୍ରତିବିମ୍ବ

ପ୍ରତିବିମ୍ବ

1 min
327


ପ୍ରତିବିମ୍ବ ଯଦି ଝରକା ସେପଟୁ

ହଲେଇ ଦିଅନ୍ତା ହାତ

ହୃଦୟ ମୋର ଫାଟି ପଡ଼ନ୍ତା

ଭାବେ ହୋଇ ଗଦ୍ଗଗଦ.....


ପ୍ରତିବିମ୍ବ ଯଦି ଦର୍ପଣ ସେପଟୁ

କହି ଦେଇଥାନ୍ତା କଥା

ଅଚେତ୍ ହୋଇ ପଡିଯାଇଥାନ୍ତି

ମତୀଭ୍ରମ କରି ମଥା...... ll


ପ୍ରତିବିମ୍ବ ଭଳି ନିର୍ଭୁଲ ଜଣେ

ଦେଖା ଜାଆନ୍ତାକି ମତେ

ଘରେ ବସିରହି ଅଫିସ୍ ପାଠନ୍ତି

ସମୟ ମିଳନ୍ତା କେତେ......ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy