STORYMIRROR

Brundabana Pradhan

Drama

3  

Brundabana Pradhan

Drama

ପ୍ରତିବେଶୀ

ପ୍ରତିବେଶୀ

1 min
32

ହୁଏତ ତା ସହ ମୋ

ସଂପର୍କ ଏତେ ଦୃଢ ଥିଲା ଯେ 

ବେଲେବେଲେ ମୁଁ 

ନିଜକୁ ଭୁଲିଯାଏ 

ଖାଇବା ପିଇବା ଠାରୁ 

ଆରମ୍ଭ କରି ନିଜ କର୍ତବ୍ୟକୁ ବି

ଭୁଲିଯିବାକୁ ପଛାଇନାହିଁ ।

ହେଲେ ସେ କିଏ 

ମୁଁ ବି ଜାଣିନି 

ଅଥଚ ତା ଦୁଃଖକୁ ଦେଖି 

ମୁଁ କେବେ ସହିପାରେନି 

ଚାଳିଯାଏ ସାହାଯ୍ୟ ପଥରେ 

ଆଗକୁ ଆହୁରି ଆଗକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama