STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ପ୍ରଥମ ପ୍ରେମର ରଙ୍ଗ"

"ପ୍ରଥମ ପ୍ରେମର ରଙ୍ଗ"

1 min
104

ପ୍ରଥମ ପ୍ରେମର ରଙ୍ଗ

ଆହା କେଡ଼େ ସୁନ୍ଦର

ନେତ୍ର ଖୋଲିଦେଲେ

ଲାଗେ ସବୁ ନିଜର


ଆଖିର ଈଶାରା କେତେ

କଥା କୁହଇ ପୁଣି

ଚାହୁଁ ଚାହୁଁ ବେଳ ସରେ

ସତେ ହୁଏନି ଜାଣି


ବିଚିତ୍ର ଲାଗେ ପୁଣି

ଏଇ ଦୁନିଆ ପରା

ସବୁଠି ଦିଶି ଯାଏ

ସେଇ ଗୋଟେ ଚେହେରା


ମୃଦୁଭାଷୀ ପ୍ରିୟା ମୋର

କେତେ କଥା ସେ କହେ

ଚୁପି ଚୁପି ଆସି ପୁଣି

ମନ ଚୋରେଇ ନିଏ


ତାକୁ ପାଇ ଖୁସି ହୁଏ

ଏଇ ମନ ମୋହର

ଯିଏ ମୋ ହୃଦୟରେ

ସତେ କରିଛି ଘର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract