STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

ପ୍ରଥମ ପ୍ରେମର ନାଁ

ପ୍ରଥମ ପ୍ରେମର ନାଁ

1 min
98

ପ୍ରୀତିର ପ୍ରଥମ ଛୁଆଁ

ମିଶିଗଲେ ଦୁଇ ନାଁ

ପାଏ ସେ ଜନ୍ମ

ସେ ଯେ ପ୍ରଥମ ପ୍ରେମ


ହୃଦୟର ନଦୀତୀରେ

ପରକୁ ନିଜର କରେ

ଗୋଟିଏ ନାମ

ସେ ଯେ ପ୍ରଥମ ପ୍ରେମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract