STORYMIRROR

BANITA SAHU

Abstract

2  

BANITA SAHU

Abstract

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
3.0K

ପ୍ରଥମ ଦେଖାରେ

ସେହି ପଦିଏ କଥାରେ

ମନ ମୋହିନେଲ ତମେ

ଭୂଲିପାରୁ ନାହିଁ

ଝୁରୁଛି ମୋ ମନ

କହିବାକୁ ସେହି ପଦିଏ କଥା

ଏହା ଥିଲା ମୋ ପ୍ରଥମ ପ୍ରେମ

କିପରି କହିବି ଭାବିପାରୁନି ମୁହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract