STORYMIRROR

Manoja kumar Pattnayak

Abstract Action Inspirational

3  

Manoja kumar Pattnayak

Abstract Action Inspirational

ପ୍ରସଙ୍ଗ ସୁରଟ କମାଲ୍

ପ୍ରସଙ୍ଗ ସୁରଟ କମାଲ୍

1 min
146


କିଛି ଲୋକଙ୍କ ଉପରେ ଆଧାରିତ

କମାଲ୍ କଲା ଧମାଲ୍ କଲା

ଲୁଙ୍ଗି ଫଟାଇ କି ରୁମାଲ୍ କଲା

ସୁରଟ ଯାଇ କାମ କରିଲା

ବଡ଼ ଲୋକ ବୋଲି ଦେଖେଇ ହେଲା

ରୁମାଲ୍ ରେ କି ହେବ ସେ ଶାନ୍ତି

ଜିନସି ପ୍ୟାଣ୍ଟ୍ ଚିରା ପିନ୍ଧନ୍ତି

ପଇସା ପାଇଁ ଖାଲି କାନ୍ଦନ୍ତି

ଚିରା ପିନ୍ଧି ଟୋକି ନେଇ ପଳାନ୍ତି

ଚାରି ଛମାସ ସହରେ ରହି

ଘର କଥା ସବୁ ଭୁଲି ଯାଆନ୍ତି

ଚିକେନ ପୋକଡା ଖାଲି ଖାନ୍ତି

ଗାଲ୍ ଫ୍ରେଣ୍ଡ ନେଇ କି ସିନେମା ଯାନ୍ତି

ରାତି ଅଧାଯାଏ ବାହାରେ ବୁଲି

ସହରେ ବୁଲନ୍ତି ଷ୍ଟାଇଲି ମାରି

ପଇଶା ନ ଥିବ ପାଖେ ଚାରଣା

କଥା ସେ କହିବେ ସେ ତଙ୍କେ ବାରଣା

ଜୀବନ ଗଲା ତାଙ୍କ ଛଞ୍ଚା ଚଲାଇ

ସବୁବେଳେ ଖାଲି ବାଇଲା ହୋଇ

ରାତି ପାଲିକରି ଦିନରେ ସୋଇ

ମଟନ୍ ଖାଇ ମାରନ୍ତି ହାଇ

ଧନ୍ୟ ତାଙ୍କ ଜୀବନ ଧନ୍ୟ ସେ ପିଲା

ନିଅନ୍ତି ସେମାନେ ଶୂନ୍ୟ କିଳା

ଭଲରେ ଭଲରେ କଟୁ ତାଙ୍କ ଜୀବନ

କଷ୍ଟ ଭଗୁ ଥାଏ ସେ ସବୁଦିନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract