STORYMIRROR

Srinibas Mahalik

Inspirational Others

2  

Srinibas Mahalik

Inspirational Others

ପର୍ଣ୍ଣ ସାଇଟ୍

ପର୍ଣ୍ଣ ସାଇଟ୍

1 min
13.3K


ପର୍ଣ୍ଣ ସାଇଟ୍ ଦେହର ହିଂସ୍ରକୁ

କରିଥାଏ ଉତ୍ସାହିତ

କିଛିଟା ମାତ୍ରାରେ ନାରୀ ସୁରକ୍ଷାକୁ

କରିଥାଏ ଶକ୍ତାଘାତ ।।

ଏହା ଦ୍ବାରା କେତେ ଦେଖଣାହାରୀଙ୍କ

ବିଭ୍ରାନ୍ତ ହୁଅଇ ମନ

ଯା'ଦ୍ବାରା ସେମାନେ କରିବସିଥାନ୍ତି

ଅନୈତିକ କାର୍ଯ୍ୟମାନ ।।

ମିଜାଇଲ୍ ଠାରୁ ଭୟଙ୍କର ଏହା

ମହାମାରୀଙ୍କର ଇଷ୍ଟ

କେତେକଙ୍କୁ ଏହା ସମ୍ପୂର୍ଣ୍ଣ ଭାବରେ

କରିଥାଏ ପଥ ଭ୍ରଷ୍ଟ ।।

ଯଦିଓ ଗମେଣ୍ଟ ବ୍ୟାନ୍ କରିଛି

କିଛି ସାଇଟକୁ ମାତ୍ର

ତଥାପି, ସବୁର ମୂଳପୋଛ ହେଲେ

ହେବ ସମାଜକୁ ହିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational