Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Classics Thriller Others

3  

Priyanaka daya Kari nema kyha

Classics Thriller Others

ପ୍ରମ୍ପ୍ଟ 8-ପୂର୍ଣ୍ଣ ସତ୍ୟ ଧର୍ମ ବିଚରଣ

ପ୍ରମ୍ପ୍ଟ 8-ପୂର୍ଣ୍ଣ ସତ୍ୟ ଧର୍ମ ବିଚରଣ

1 min
228



ଜଗତ ର ପିତା ମାତା ମୋହର,

କରୁଣାକର ହେ ଦୟା ସାଗର,

କର ବାରେ କ୍ଷମା ଅନ୍ଧ ମନୁଷ୍ୟ ଦାରିମା,

ସଂସାର ଧୀରେ ଧୀରେ ହଉଚି ଲୋପ ।




ଶିଖିଲାଣି ସେହି ପାଠ ଏ ମାନବ,

ଯାହାକୁ ସତ୍ୟ ଧର୍ମ ର କର ଉଚ୍ଚାଟ,

ଏଥର କହି ଘୋଷି ନଇଁବ ମଥା,

ତୁମ୍ଭ ରଖୁଛି ଏ ଅନୁରୋଧ ।



ଗୁରୁ ହୋଇ ଶିଖାଇଲ ଯାହା,

ଶିଖିଲା ମାନବ ଜାତି କେଵଳ ସତ୍ୟତା,

ଆଉ କରିବ ନାହିଁ ସେ ପାଠ,

ଯାହା ପାଇଁ ପୁଣି ଧରିବ ଛାଟ ।



ଚନ୍ଦ୍ର ସୁଯ୍ୟ ପରି ସ୍ୱଚ୍ଛ କଲାଣି ମନ,

ଦ୍ୱାର ଖୋଲ ଦ୍ୱାର ଖୋଲ ହେ ରଘୁ ନନ୍ଦନ,

କୁହ ବାରେ ତୁମ୍ଭ ଭକ୍ତ ହନୁମାନ,

ଆଣିବ ସେ ବିଷଲ୍ୟ କରଣୀ କରି ସନ୍ଧାନ ।



ଯଦି ମୋର ବାର୍ତ୍ତା ଅଟଇ ମିଥ୍ୟା,

ତୁମ୍ଭେ ତାହାକୁ କର ପରୀକ୍ଷା,

ପୁନଃ ଉଠି ପଡି କଲାଣି କର୍ମ,

ଶିଖିଲା ତୁମ୍ଭ ଠାରୁ ସତ୍ୟ ଧର୍ମ ।


Rate this content
Log in

Similar oriya poem from Classics