ହଟୁ କରୋନା ଡର ହଟୁ କରୋନା ଡର
ସାଇଁ ତୁମ ନାମ ଅନନ୍ତ କି ବର୍ଣ୍ଣନା କରିବି ମୁଁ ମୋ ମୁହଁରେ ବାଣୀ ଆସୁନାହିଁ ସାଇଁ ତୁମ ନାମ ଅନନ୍ତ କି ବର୍ଣ୍ଣନା କରିବି ମୁଁ ମୋ ମୁହଁରେ ବାଣୀ ଆସୁନାହିଁ
ସୁନ୍ଦର ଧରା ସୃଷ୍ଟି ସବୁ ମଧୁମୟ ଅମୃତ ହରି କେ ବିଷ ଢାଳିଛି ଲାଗେ ଭୟ ସୁନ୍ଦର ଧରା ସୃଷ୍ଟି ସବୁ ମଧୁମୟ ଅମୃତ ହରି କେ ବିଷ ଢାଳିଛି ଲାଗେ ଭୟ
ସେ ଇଛାମୟ, ତା ଇଛାରେ ହିଁ ସବୁ କିଛି ସମ୍ଭବ ଏ ସଂସାରରେ.......... ସେ ଇଛାମୟ, ତା ଇଛାରେ ହିଁ ସବୁ କିଛି ସମ୍ଭବ ଏ ସଂସାରରେ..........
ଦେଖି ଏ କରୋନା ଲାଗଇ କରୁଣା, କରୁଣାକର , କରୁଣା କର। ଦେଖି ଏ କରୋନା ଲାଗଇ କରୁଣା, କରୁଣାକର , କରୁଣା କର।
କେତେ ସ୍ନେହ ପ୍ରେମ କରିଛ ବିଭୁ ହେ କଳି ମୁହିଁ ପାରୁ ନାହିଁ, କରୁଣାକର ହେ ମାେ ପାଇଁ ଅମୃତ ଦେଇଛ ଜଗତ ସାଇଁ। କେତେ ସ୍ନେହ ପ୍ରେମ କରିଛ ବିଭୁ ହେ କଳି ମୁହିଁ ପାରୁ ନାହିଁ, କରୁଣାକର ହେ ମାେ ପାଇଁ ଅମ...