STORYMIRROR

Balaram Barik

Inspirational

2  

Balaram Barik

Inspirational

କରୋନା

କରୋନା

1 min
139

ଦେଖି ଏ କରୋନା

 ଲାଗଇ କରୁଣା, 

କରୁଣା କର ,

କରୁଣାକର।

ସେ ଯେବେ ଯାଉ ଯିବ,

ଜୀଵ ଚାଲି ଯିବ,

 ଜୀବକୁ କର ଉଦ୍ଧାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational