STORYMIRROR

Sabita Sukla

Others

3  

Sabita Sukla

Others

ସଂସାର ବୋଝ

ସଂସାର ବୋଝ

1 min
193

ବିତି ତ ଗଲାଣି ବହୁଦିନ ପ୍ରଭୁ

ସଂସାରର ବୋଝ ବୋହି,

ଆଉ ପାରୁନି ମୁଁ ଆଉ ପାରିଵିନି

କର୍ମ ବଜ୍ରାଘାତ ସହି ।1।


କେତେ ସ୍ନେହ ପ୍ରେମ କରିଛ ବିଭୁ ହେ

କଳି ମୁହିଁ ପାରୁ ନାହିଁ,

କରୁଣା କର ହେ ମାେ ପାଇଁ ଅମୃତ

ଦେଇଛ ଜଗତ ସାଇଁ।2।


ମନେ ଦୃଢ଼ ଆଶା ପ୍ରଭୁଙ୍କ ପାଶରେ

ଶରଣ ପଶିବି ଯାଇ,

ଜନ୍ମ ଜନ୍ମାନ୍ତର ବନ୍ଧୁ ସେ ମୋହର 

ଚିନ୍ତା କରିବି କିମ୍ପାଇଁ।3।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ