STORYMIRROR

Chittaranjan Lenka

Others

2  

Chittaranjan Lenka

Others

ନବ କଳେବର

ନବ କଳେବର

1 min
2.3K


ଜଗତ ଠାକୁର     ହେ କରୁଣାକର

ହେ ପ୍ରଭୁ ଚକାନୟନ

ତୁମେ ଇଛା କରି     ତୁମ ନୂଆ ରୂପ

କରୁଛ ଆଜି ଧାରଣ

 

ଲୋଡା ନାହିଁ ମୋର   ସୁଖ ସନମାନ

ଲୋଡା ନାହିଁ ମୋର ବିତ୍ତ

ଏତିକି ମାଗୁଣି       ରଖ ଚିନ୍ତାମଣି

ଶାନ୍ତ ହେଉ ସର୍ବ ଚିତ୍ତ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍