Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Others

2  

Chittaranjan Lenka

Others

କହ କାଳିଆ ଠାକୁର?

କହ କାଳିଆ ଠାକୁର?

1 min
1.2K


ଏମିତି ପାପ ମୁଁ    କରିଲି କାଳିଆ

ଏମିତି ଜନମ ଦେଲୁ

ମୋ ହୃଦୟ ଭାଷା   ବୁଝିବା ପାଇଁକି

ଜଣେ ସାଥୀ ନ ରଖିଲୁ

 

ଯାହାକୁ ଭାବିଲି    ମୋ ଅତି ନିଜର

ସେ ହୋଇଲା ବେଶୀ ପର

ଏକା ଏକା ହୋଇ   କେତେ ମୁଁ ଚାଲିବି

କହ କାଳିଆ ଠାକୁର?

 

ପାପ ନ ସରିଲେ    ନ ସରେ ଜୀବନ

ନ ଆସେ କେବେ ମରଣ

କେମିତ କାଟିବି    ମୋ ବାକି ଜୀବନ

କହ ମୋତେ ବିଶ୍ୱପ୍ରାଣ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in