STORYMIRROR

Chittaranjan Lenka

Others

2  

Chittaranjan Lenka

Others

ଅନୁରୋଧ

ଅନୁରୋଧ

1 min
2.4K


ଯେଉଁ କାମ ପାଇଁ       ପଠାଇଲୁ ମୋତେ

ପ୍ରଭୁ ତୋ ଆଦେଶ ଟାଳି ମୁଁ ଦେଲି

କେଉଁ ସାହସରେ        ମୁହଁ ଦେଖାଇବି

ଅବାଧ୍ୟ ଚାକର ପାଲଟି ଗଲି

 

ତୋର ବଡପଣେ        ଦଣ୍ଡ ଦେ ରେ ମୋତେ

ମନ ଇଛା ଗାଳି ମାଡକୁ ଦେଇ

ଛାଡି ଯା’ନା ମୋତେ         ଏକୁଟିଆ କରି

ମରିଯିବି ଛଟପଟ ମୁଁ ହୋଇ

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍