STORYMIRROR

Chittaranjan Lenka

Others

2  

Chittaranjan Lenka

Others

ପୀତବାସ

ପୀତବାସ

1 min
2.2K


ଦେଖିଦେଲେ ତୋର  ହସ

ମନ ହୋଇଯାଏ ତୋଷ

                        ଭୁଲିଯାଏ ଭୋକ ଶୋଷ.........

 

ଦେଇ ପୀରତିର ରସ

ମୋର ମନ କଲୁ ବସ

                       ଛାଡିଦେଲି ସବୁ ଆଶ.........

 

ଦେଖିନାହିଁ ଏଡେ ମିତ

ଯିଏ ଦିଏ ଖାଲି କଷ୍ଟ

                     ପୁଣି ତା ସାଙ୍ଗେ ପୀୟୁଷ.........

 

କେବେ କରିବୁନି ରୋଷ

ଛାଡିବୁନି ମୋର ପାଶ

                          ଆହେ ବନ୍ଧୁ ପୀତବାସ.........

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍