STORYMIRROR

Chittaranjan Lenka

Others

2  

Chittaranjan Lenka

Others

ନବ କଳେବର

ନବ କଳେବର

1 min
2.1K


ନବ କଳେବର          ପୂର୍ବରୁ କାଳିଆ

କରିଅଛି କିଛି ମନ

ତୁମେ କିଏ ତାକୁ    ରୋକି କି ପାରିବ

ପୂର୍ଣ୍ଣ ହେଉ ତାର କାମ

 

କି ଦୟା ମାଗିବ       ଯିଏ ଦୟାମୟ

ମଙ୍ଗଳମୟ ଠାକୁର

ଯଦି ପାର କୁହ    କାଳିଆ ସାଆନ୍ତେ

ଇଛା ପୂର୍ଣ୍ଣ ହେଉ ତୋର

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in