STORYMIRROR

Chittaranjan Lenka

Others

2  

Chittaranjan Lenka

Others

କପଟ

କପଟ

1 min
2.1K


କପଟ କରିଣ                ପ୍ରଭୁ ନାରାୟଣ

ଅଭିଶାପରେ ପାଷାଣ

କପଟ କରିଣ              ମହାଯୋଦ୍ଧା କର୍ଣ୍ଣ

କପଟେ ଦେଲେ ଜୀବନ

 

କପଟ କରିଣ          କେହି କେବେ ହେଲେ

ସିଦ୍ଧି ଲାଭ କରେ ନାହିଁ

ସାମୟିକ ସୁଖ            ପାଇବା ଲୋଭରେ

ଲୋକହସା ହୋଇଥାଇ

ଚିତ୍ତ ରଞ୍ଜନ ଲେଙ୍କା (କଟକ)କକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍