STORYMIRROR

Santosh Kumar Nayak

Inspirational Others

2  

Santosh Kumar Nayak

Inspirational Others

ପ୍ରଲୋଭନ

ପ୍ରଲୋଭନ

1 min
132


ମଧ୍ୟବିତ୍ତ ପରିବାର ମୋର

ମାଆ ଆଉ ପିଲା ଛୁଆ ଘର,

ପ୍ରଲୋଭିତ କରିବାକୁ ଦିନେ

 ଆସିଥିଲା ପରୀ ସରଗର।


କହିଲା ସେ ଅମାପ ଦୌଲତ

ଆଣି ତୋର ପାଦେ ଦେବି ଥୋଇ,

ଗୋଟେ ସର୍ତ୍ତ ଅଛି ମୋର ଖାଲି

ମାଆଠୁ଼ ତୁ ରହିବୁ ଦୂରେଇ ।


ମୁଁ କହିଲି ଲୋଡା ନାହିଁ କିଛି

କି କରିବି ଟଙ୍କା କରି ଠୁଳ?

ମାଆ ପାଶେ ଥିବି ସଦା ମୁହିଁ

ହେଲେ ପଛେ ହେବି ମୁଁ କାଙ୍ଗାଳ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational