Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

ପ୍ରକୃତ ଗୁରୁ

ପ୍ରକୃତ ଗୁରୁ

1 min
191


ପ୍ରକୃତ ଗୁରୁ ଯେ ଦ୍ୟନ୍ତି ସୁମହତ ଶିକ୍ଷା

ଶିଷ୍ୟର ଅନ୍ତରୁ ହଟାଅନ୍ତି ଭୟ ବ୍ୟଥା ।


ପ୍ରକୃତ ଗୁରୁଙ୍କ ଉପଦେଶ ଅନୁସାରେ 

ଚଳି ପାରିଲେ ଆପଣା ଜୀବନ କଳାରେ ।


ବିଶୋଭିତ ହୋଇ ଥାନ୍ତି ମହନୀୟ ଗୁଣେ 

ମହାନ ପଣ୍ଡିତ ହୋଇ ଉଠେ ଶିଷ୍ୟ ଦିନେ ।


ପ୍ରକୃତ ଗୁରୁ ପ୍ରସାଦ କରେ ଉପକୃତ

ଦିବ୍ୟ ଚେତନାରେ ହୁଏ ମନ ସଂଚାଳିତ ।


ପ୍ରକୃତ ଗୁରୁ ମହିମା ଅଶେଷ ବିଭୂତି

ସୁନିପୁଣ ହୁଏ ଯାହା ପାଇଁ ମୁଢ଼ ମତି ।


ଶିକ୍ଷା, ଦୀକ୍ଷା ଜ୍ଞାନ ବିଦ୍ୟା ମେଧା ବୁଦ୍ଧି ବୃତ୍ତି

ସମୂହ ଯାହାଙ୍କ ହେତୁ ହୁଅଇ ଉନ୍ନତି ।


ସେହି ହିଁ ପ୍ରକୃତ ଗୁରୁ ଭାବ ରେ କଲ୍ୟାଣ 

ନିମନ୍ତେ ପ୍ରଚେଷ୍ଟା ଜାରି ରଖି ଚିର ଦିନ ।


ପୂଜା ପାନ୍ତି ଜଗତ ରେ ଗୁରୁ ଚିର କାଳ

ବନ୍ଦିତ ହୁଅନ୍ତି ପ୍ରକୃତ ଗୁରୁ ସକଳ ।


Rate this content
Log in

Similar oriya poem from Abstract