STORYMIRROR

Nirupama Giri

Abstract

3  

Nirupama Giri

Abstract

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
444

ବନ୍ଧୁ କଣ କେବେ

ଘୃଣା କରିପାରେ

ବନ୍ଧୁ କଣ କେବେ

ଛଳନା କରିପାରେ

ବନ୍ଧୁ କଣ କେବେ

ନିଜ ସ୍ୱାର୍ଥ ପାଇଁ

ବନ୍ଧୁ କୁ ଆଘାତ ଦେଇପାରେ

ବନ୍ଧୁ ମନ କୁ କଣ କେବେ

କଷ୍ଟ ଦେଇପାରେ

ବନ୍ଧୁ କଣ କେବେ ନିଜ ବନ୍ଧୁ ପାଇଁ

ଖରାପ ହେଇପାରେ

ହେଲେ ବନ୍ଧୁ ତ ବନ୍ଧୁ ନା

ଯାହା ହେଲେ ବି

ବନ୍ଧୁ କଣ କେବେ

ପର ହେଇପାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract