STORYMIRROR

Nirupama Giri

Abstract

2  

Nirupama Giri

Abstract

ଦେବଦାସୀ

ଦେବଦାସୀ

1 min
121

ଦେବଦାସୀ ଟିଏ ମୋତେ

କରିଦେ କାଳିଆ

ନାଚୁଥିବି ତୋ ପାଇଁ

ସଂସାର ର ମିଛ, ମୋହ ମାୟାରେ ମୋ

ଲୋଭ ଜମାରୁ ନାହିଁ

ପାଦରେ ପିନ୍ଧିବି ନୂପୁର,

ତା ସାଥେ ନାଲିଆ ଅଳତା,

ସିନ୍ଥି ରେ ପିନ୍ଧିବି, ତୋ ନାମେ ସିନ୍ଦୁର

ଦେହେ ଥିବ ପାଟ ଲୁଗା

ନୂପୁର ର ସେଇ ରୁଣୁଝୁଣୁ ଶବ୍ଦେ

କମ୍ପିବ ଦେଉଳ ତୋର

ମନ ଭରି ସତେ, ନାଚୁଥିବି ମୁଁହି

ପାଦ ଥମିବନି ମୋର

ଜୀବ ଥିବା ଯାଏ,

ରହିଥିବି ମୁଁହି

ଦାସୀ ଟିଏ ହୋଇ ତୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract