STORYMIRROR

Nirupama Giri

Romance

3  

Nirupama Giri

Romance

ଅଜଣା ଚେହେରା

ଅଜଣା ଚେହେରା

1 min
203

ଭିଡ଼ ଭିତରେ ଚେହେରା ଟିଏ 

         ଲାଗିଲା ଅତି ନିଜର ।

ପୁଣି ନାଁ ଟି ଶୁଣି, ମନ କହିଲା... 

          ସତେ କି ଆପଣାର ।

ସେ ନାଁ ସାଥେ, ମୋ ନାଁ କୁ ଯୋଡି, 

       ଲେଖିଦେଲି କାଗଜରେ ।

ଦୁଇ ନାଁ କୁ ଏକା ସାଥେ ଦେଖି 

      ମନ ନାଚିଗଲା ଆନନ୍ଦରେ ।

ଲାଗୁଥିଲା ନାଁ ଅଧା ଅଧୁରା... 

       ସତେକି ହେଇଗଲା ଆଜି ପୁରା.... 

               ଆଜି ପୁରା ।


Rate this content
Log in

Similar oriya poem from Romance