STORYMIRROR

Nirupama Giri

Tragedy

2  

Nirupama Giri

Tragedy

ସ୍ମୃତି

ସ୍ମୃତି

1 min
3.0K

             ...... 

ସ୍ମୃତି ଭିଜା ଏକ ସନ୍ଧ୍ୟାରେ...... 

ଅତୀତ ର ପୃଷ୍ଠା ଯେବେ ଖୋଲିଲି, 

କିଛି ସ୍ମୃତି ଦେଇଥିଲା ଆଖିଏ ଲୁହ |

ତ ଆଉ କିଛି ଦେଲା ଓଠରେ ହସ |

ଜହ୍ନ ହିଁ ଥିଲା ସେଇ ଖୁସି ଆଉ ଲୁହର, 

ବାସ ଏକ ମାତ୍ର ମୁକ ସାକ୍ଷୀ.... 

ଚୁପଚାପ ଦେଖି ଥିଲା, 

ମୋ ଓଠରେ ଖେଳିଥିବା ହସକୁ ଭି, 

ଆଉ ଆଖିରୁ ଝରିଥିବା ଲୁହ କୁ ଭି |


Rate this content
Log in

Similar oriya poem from Tragedy