Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nirupama Giri

Others

2.5  

Nirupama Giri

Others

ବନ୍ଧୁ

ବନ୍ଧୁ

1 min
199


ବନ୍ଧୁ ସିଏ

ଯିଏ ବିନା ଡାକରେ, ପାଖକୁ ଆସେ ।

ଓଠ ଖୋଲି ନ କହିଲେ ବି.....

ମନ କଥା ବୁଝେ ।

ବନ୍ଧୁ ସିଏ

ଯିଏ ବିନା ମତଲବରେ, ମୁଣ୍ଡ ଖରାପ କରେ ।

ବୁଲିବାକୁ ଗଲେ ସାଥିରେ,

ହକରେ ପକେଟ ଖାଲି କରାଏ ।

ବନ୍ଧୁ ସିଏ

ଖୁସିରେ ଥିଲେ, ବିରକ୍ତ କରାଏ.....

ଆଉ ଦୁଃଖ ବେଳେ,

ଓଠରେ ହସ ଆଣିବାକୁ ଚେଷ୍ଟା କରେ ।

ବନ୍ଧୁ ସିଏ

ଯିଏ ସୁଖ ହେଉ ଅବା ଦୁଃଖ.....

ସବୁ ପରିସ୍ଥିତିରେ ବି

ଥାଏ ସଦା ସାଙ୍ଗରେ...... ।


Rate this content
Log in