ଧର୍ମ ମାସ
ଧର୍ମ ମାସ
1 min
381
ଧର୍ମ ର ମାସ ଯେ
କାର୍ତିକ ମାସ |
ପୁଣ୍ୟ କରିବାକୁ ଲୋକେ
ପାଳନ୍ତି ପଞ୍ଚକ |
ତିନି ଶହ ଷାଠିଏ ଦିନ ଯହିଁ,
କରିଲେ ନାନା ପାପ, ଅଧର୍ମ |
ପାଞ୍ଚ ଦିନ ପୁଣି..
କରିବେ ସେ ଧର୍ମ କର୍ମ |
ଧର୍ମ ମାସ ବୋଲି
ପାଳନ୍ତି ପଞ୍ଚକ |
ମନ ପୁଣି ଛନଛନ
ଛାଡଖାଇ ଦିନ
ଖାଇବାକୁ ମାଉଁସ |
ମନ ତ ଯାଇ..
ଆମିଷ ଠାରେ......
ଏଇଟା କିପରି ଯାଏ ଧର୍ମରେ |