STORYMIRROR

Ashis Kumar Swain

Abstract Others

2  

Ashis Kumar Swain

Abstract Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
488

ଦୁନିଆଁକୁ ଦେଖିଲେ ଲାଗେ ମୋତେ

ସରଳ ପ୍ରକୃତ ବନ୍ଧୁଟି ପାଇବା ଭାରି ବିରଳ ।

ବିପଦ ଆପଦେ ଅଫଳପେପସୁ ସାଥି

ବାସ୍ତବ ଜୀବନରେ ସେହିଁ ଜୀବନ ରଥୀ।

ଗୋପନୀୟ କଥା ପୁଣି ଗୋପନେ ରଖନ୍ତି

ସୁମାର୍ଗଦର୍ଶକ ଶୁଭଚିନ୍ତକ ଅଟନ୍ତି ।

ଫଳ କାମନା ବିରହିତ ପରୋପକାର

ନିଃସ୍ଵାର୍ଥ ଓ ଅହେତୁକୀ ପ୍ରକୃତ ବନ୍ଧୁର ।

ଆଶ୍ଚର୍ଯ୍ୟ ଲାଗଇ ଚିତ୍ର ବିଚିତ୍ର ସଂସାର

ପ୍ରକୃତ ବନ୍ଧୁ ସଦାସର୍ବଦା ଶ୍ରେୟସ୍କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract