Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Others

5.0  

Ashis Kumar Swain

Others

ଈଶ୍ଵର

ଈଶ୍ଵର

1 min
185


ବିଚିତ୍ର ସୃଷ୍ଟି ସର୍ଜନା ନାୟକ ତୁମ୍ଭେ ଈଶ୍ଵର ,

ଜଳ, ସ୍ଥଳ,ବାୟୁ, ନଭ ଖଞ୍ଜି ଗଢିଲ ସଂସାର ।

ରଚିଲ ବର୍ଷାର ଧାରା ନଭେ କୋଟି କୋଟି ତାରା,

ନାନା ରଙ୍ଗ ପୁଷ୍ପ ସହ ଜୀବଜନ୍ତୁ ଖଞ୍ଜିଲ ପରା ।

ଧର୍ମ ରକ୍ଷା ପାଇଁ ଜନମ ନେଲ ତୁମେ ହିଁ ପ୍ରଭୁ,

ଧର୍ମରକ୍ଷା କରି ରଖିଲ ତୁମେ ଭକତ ସବୁ ।

ରୋଗୀର ରୋଗ ଦୁଃଖି ଦୁଃଖ ତୁମ୍ଭେ ଦୂର କରିଲ,

ନିର୍ଦ୍ଧନିକୁ ଧନ ଅଜ୍ଞାନିକୁ ଜ୍ଞାନ ପ୍ରଦାନ କଲ ।

ସତ୍ୟ ଶାନ୍ତି ଅନୁକ୍ରୋଶ କ୍ଷମାର ତୁମେ ପ୍ରତୀକ,

ଲୋଭ କ୍ରୋଧ ହିଂସା ମୋହ ମାୟାର ତୁମେ ନାଶକ ।

ଜୀବନ ପ୍ରଦୀପ ଲିଭିବା ବେଳେ କରୁଣା ହେଉ ,

ହେ ଈଶ୍ଵର ତୁମ ଦର୍ଶନ ଦୟା ମୋ ପାଇଁ ଥାଉ ।


Rate this content
Log in