Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Classics

2  

Ashis Kumar Swain

Classics

ଉତ୍କଳ ଦିବସ

ଉତ୍କଳ ଦିବସ

1 min
284


ଜନନୀ ଗୋ ତୁ ଛନ୍ଦି ହୋଇଥିଲୁ

ପଡ଼ୋଶୀର ପରାଧିନ ଫାସରେ

ଜନମ ଦେଲୁ ସୁଯୋଗ୍ୟ ସନ୍ତାନ

ସ୍ଵାଧୀନ ପାଇଲୁ ପ୍ରାଣବଳୀରେ ।


ଏକ ଚାରି ଉଣେଇଶ ଛତିଶି

ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରାପ୍ତ

ସୁଜଳା ସୁଫଳା ଶସ୍ଯ ଶ୍ୟାମଳା

ଐତିହ୍ୟ ସଂସ୍କୃତି ଉତ୍କଳେ ଖ୍ୟାତ ।


ବାଲେଶ୍ୱର କୋରାପୁଟ କଟକ

ତା ସଙ୍ଗେ ଗଞ୍ଜାମ ସମ୍ବଲପୁର

ଶ୍ରେଷ୍ଠ ନୀଳକଣ୍ଠ ମଧୁସୂଦନ

କୃଷ୍ଣଚନ୍ଦ୍ର କବିବର ଫକୀର ।


ବାରବାଟୀ ଶାନ୍ତିସ୍ତୁପ ଉଦୟ

ଜଗନ୍ନାଥ ରାମଚଣ୍ଡୀ କୋଣାର୍କ

ବୀର ପୁରୁଷଙ୍କ ବିରତ୍ୱ ପାଇଁ

ଉତ୍କଳେ ପାଇଛି ନବ ଆଲୋକ ।


ଖୁସି ଆନନ୍ଦର ପର୍ବ ଆସିଛି

ଐକ୍ୟ ଭାତୃଭାଵ ସଂଗେ ଧରିଛି

ସ୍ନେହ ମମତାର ପ୍ରୀତି ବାଣ୍ଟୁଛି

ଉତ୍କଳଦିବସ ନାଁ ବୋଲାଇଛି ।


Rate this content
Log in

Similar oriya poem from Classics