Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Ashis Kumar Swain

Inspirational


5.0  

Ashis Kumar Swain

Inspirational


ସ୍ବାସ୍ଥ୍ୟ ପାଇଁ ଯତ୍ନ

ସ୍ବାସ୍ଥ୍ୟ ପାଇଁ ଯତ୍ନ

1 min 243 1 min 243

ଧୋଇବି ମୁହଁ ମୁଁ ସକାଳୁ ଉଠି ଦାନ୍ତ ମୁହିଁ ପରା ଘଷିବି ନିତି ,

ଶୌଚାଳୟରେ ଝାଡା ଫେରିବି ରୋଗଠାରୁ ମୁହିଁ ଦୂରେ ରହିବି

ସକାଳୁ ସ୍ନାହାନ ନିତି କରିବି ପରିଷ୍କାର ପରିଚ୍ଛନ୍ନ ରହିବି ,

ଖୋଲା ଭୂମିରେ ବ୍ଯାୟାମ କରିବି ସୁସ୍ଥ ଓ ନିରୋଗ ମୁହିଁ ରହିବି

ସମୟରେ ଚୁଟି ନଖ କାଟିବି ରୋଗ ଜୀବାଣୁଠୁ ମୁକ୍ତ ରହିବି ,

ଘରଦ୍ବାର ମୁହିଁ ସଫା ରଖିବି ମଶା ମାଛି ମୂଷା ଦୂରେଇ ଦେବି

ଦଶ ବାର ଗ୍ଲାସ୍ ପାଣି ପିଇବି ଫୁଟାଇ ଏହାକୁ ନିତି ରଖିବି ,

ଖାଇବା ପୂର୍ବରୁ ହାତ ଧୋଇବି ଭିଟାମିନ ଯୁକ୍ତ ଖାଦ୍ୟ ଖାଇବି


Rate this content
Log in

More oriya poem from Ashis Kumar Swain

Similar oriya poem from Inspirational