Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashis Kumar Swain

Inspirational

5.0  

Ashis Kumar Swain

Inspirational

ସ୍ବାସ୍ଥ୍ୟ ପାଇଁ ଯତ୍ନ

ସ୍ବାସ୍ଥ୍ୟ ପାଇଁ ଯତ୍ନ

1 min
269


ଧୋଇବି ମୁହଁ ମୁଁ ସକାଳୁ ଉଠି ଦାନ୍ତ ମୁହିଁ ପରା ଘଷିବି ନିତି ,

ଶୌଚାଳୟରେ ଝାଡା ଫେରିବି ରୋଗଠାରୁ ମୁହିଁ ଦୂରେ ରହିବି

ସକାଳୁ ସ୍ନାହାନ ନିତି କରିବି ପରିଷ୍କାର ପରିଚ୍ଛନ୍ନ ରହିବି ,

ଖୋଲା ଭୂମିରେ ବ୍ଯାୟାମ କରିବି ସୁସ୍ଥ ଓ ନିରୋଗ ମୁହିଁ ରହିବି

ସମୟରେ ଚୁଟି ନଖ କାଟିବି ରୋଗ ଜୀବାଣୁଠୁ ମୁକ୍ତ ରହିବି ,

ଘରଦ୍ବାର ମୁହିଁ ସଫା ରଖିବି ମଶା ମାଛି ମୂଷା ଦୂରେଇ ଦେବି

ଦଶ ବାର ଗ୍ଲାସ୍ ପାଣି ପିଇବି ଫୁଟାଇ ଏହାକୁ ନିତି ରଖିବି ,

ଖାଇବା ପୂର୍ବରୁ ହାତ ଧୋଇବି ଭିଟାମିନ ଯୁକ୍ତ ଖାଦ୍ୟ ଖାଇବି


Rate this content
Log in

Similar oriya poem from Inspirational